ଆପଣଙ୍କୁ ତୋଫା ଗୋରା କରିବ ଏହି ଜିନିଷ
ରୋଷେଇ ଘରର ଏହି ଜିନିଷ ଦୂର କରିବା କଳା ଦାଗ
ମାତ୍ର ୫ ମିନିଟ୍ ରେ ପ୍ରସ୍ତୁତ ହେବ ଫେସ୍ ପ୍ୟାକ
ସାଧାରଣତଃ ଆଜିର ସମସ୍ୟାରେ ସମସ୍ତେ ଖାଇବା କମ୍ ଆଉ ଅଧିକ ସଜେଇ ହେବାକୁ ପସନ୍ଦ କରନ୍ତି ।
ତେଣୁ ପାର୍ଲର ରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି ସମସ୍ତେ ।
କିନ୍ତୁ ଆମେ ଆଜି ଆପଣମାନଙ୍କ ପାଇଁ ଏପରି ଏକ ଉପାୟ ଆନିଛୁ । ଯାହାକୁ ଥରେ ବ୍ୟବହାର କରିବା ଦ୍ଵାରା ଆପଣମାନେ ନିଜର ମୁହଁକୁ ଗୋରା ଓ ଅଧିକ ସୁନ୍ଦରତା ଅନୁଭବ କରିବେ ।
ତେବେ ମୁହଁର ଡଲ୍ ନେସ କୁ ଦୂର କରି ଗ୍ଲୋ କରିବା ପାଇଁ ଆମେ ରୋଷେଇ ଘରେ ବ୍ୟବହାର ହେଉଥିବା ୨ଟି ଜିନିଷର ଉପଯୋଗ କରିପାରିବା ।
ଯାହା ଆମ ଚେହେରା ର ଦୁର୍ବଳ ସେଲକୁ ବାହାର କରି ମୁହଁର ଗ୍ଲୋଇଂ ବଢିଥାଏ ।
ସାଧାରଣତଃ ହଳଦୀ ଓ କଫି ଏକ ଏପରି ପଦାର୍ଥ ଅଟେ । ଯାହାକୁ ଆମେ ଆମର ଦୈନିକ ଭୋଜନରେ ବ୍ୟବହାର କରିଥାଉ ।
କହିବାକୁ ହେଲା ସବୁ ଦିନ ଏହାକୁ ଖାଇଥାଉ । କାରଣ ହଳଦୀ ଆମର ବହୁତ ଉପକାର କରିଥାଏ ।
ଏହାକୁ ଖାଇବା ସହିତ ମୁହଁରେ ଲାଗାଇବା ଆମ ପାଇଁ ଅଧିକ ହିତ ସାଧନ କରିଥାଏ ।
ବନ୍ଧୁ ଗଣ ଯଦି ଆପଣ କଫରେ ଅଳ୍ପ ଚିନିଗୁଣ୍ଡ ଆଉ ଲେମ୍ବୁ ରସ ମିଶାଇ ପ୍ୟାକ୍ କରି ଲାଗନ୍ତି ତେବେ ଏହା ଆପଣଙ୍କ ଡଲ୍ ସେଲ କୁ ରିପର୍ୟର କରିଥାଏ ।
ଆଉ କଳା ଦାଗକୁ ହଟାଇଥାଏ । ଯାହା ଅଳ୍ପ ଦିନରେ ଆପଣଙ୍କ ମୁହଁରେ ଚମକ ଦେବ ।
ସେହି ଭଳି ହଳଦୀ ଏକ ବହୁତ ଗୁରୁତ୍ଵପୂର୍ଣ ଜିନିଷ ଅଟେ । ଏହାକୁ ଆୟୁର୍ବେଦ ରେ ଅଧିକ ଗୁରୁତ୍ଵପୂର୍ଣ ମନା ଯାଇଛି ।
ହଳଦୀ ଆପଣମାନକର ମୁହଁର ଦାଗ , କଳା ଭ୍ରଣ , କଳା ଛାୟା ଆଦିକୁ ଦୂରକରି ମୁଖର ଗୋରାକୁ ବୃଦ୍ଧି କରିଥାଏ ।
ଅଧା ଚାମୁଚ ହଳଦୀ ଗୁଣ୍ଡ ଏଥିରେ ଏକ ଚାମୁଚ ବେସନ , ଏକ ଚାମୁଚ ଚାଉଳ ଗୁଣ୍ଡ ଓ ଏକ ଚାମୁଚ ମହୁ ଏବଂ ଏଥିରେ ଦୁଇ ଚାମୁଚ କ୍ଷୀର ଦେଇ ଏକ ପ୍ୟାକ ବନାଇ ଆପଣ ମୁହଁରେ ଲଗାଇ ପାରିବେ ।
ଆପଣ ଚାହିଲେ ଏହାକୁ ଆପଣକ ଦେହରେ ମଧ୍ୟ ଲଗେଇପାରିବେ । ଏହା ପ୍ରତି ଧ୍ୟାନ ଦେବେ ଯେ ଏହାକୁ ଲଗେଇବା ପୂର୍ବରୁ ମୁହଁ ଟିକୁ ଭଲଭାବରେ ସଫା କରିନେବେ । ତାହା ପରେ ଯାଇ ଏହାକୁ ମୁହଁରେ ଭଲସରେ ଲଗାଇବେ ।
ତେବେ ଯେତେବେଳେ ବି ଆପଣ ମୁହଁ ଧୋଇବେ ସବୁବେଳେ ଧ୍ୟାନ ରଖିବେ ଥଣ୍ଡା ପାଣିର ବ୍ୟବହାର କରିବେ ।
ଏହାର ପ୍ରଥମଥର ଲଗାଇବା ଦ୍ଵାରା ହିଁ ଆପଣକ ସ୍କିନ ରେ ଅଦବୁତ ପ୍ରଭାବ ପକାଇବା ।
ଚର୍ମରେ ଚମକ ଆଣିଥାଏ । ଏହାକୁ ସପ୍ତାହରେ ଦୁଇ ଥର ବ୍ୟବହାର ଦ୍ଵାରା ଏହା ଆପଣାକୁ ଅଧିକ ଗୋରା କରିଥାଏ ।